TOP STORIES – SATYA SAMBADA https://satyasambada.com Publish Truth Tue, 13 May 2025 06:17:22 +0000 en-US hourly 1 https://wordpress.org/?v=6.8.1 https://satyasambada.com/wp-content/uploads/2020/07/tg-logo.jpg TOP STORIES – SATYA SAMBADA https://satyasambada.com 32 32 ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲା: ଆଜି ଶେଷ ଶୁଣାଣି, ଉପସ୍ଥିତ ରହିବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ https://satyasambada.com/2025/05/13/%e0%ac%aa%e0%ac%be%e0%ac%9f%e0%ac%a3%e0%ac%be%e0%ac%97%e0%ac%a1%e0%ac%bc-%e0%ac%ac%e0%ad%8b%e0%ac%ae%e0%ac%be-%e0%ac%ac%e0%ac%bf%e0%ac%b8%e0%ad%8d%e0%ac%ab%e0%ad%8b%e0%ac%b0%e0%ac%a3-%e0%ac%ae/ https://satyasambada.com/2025/05/13/%e0%ac%aa%e0%ac%be%e0%ac%9f%e0%ac%a3%e0%ac%be%e0%ac%97%e0%ac%a1%e0%ac%bc-%e0%ac%ac%e0%ad%8b%e0%ac%ae%e0%ac%be-%e0%ac%ac%e0%ac%bf%e0%ac%b8%e0%ad%8d%e0%ac%ab%e0%ad%8b%e0%ac%b0%e0%ac%a3-%e0%ac%ae/#respond Tue, 13 May 2025 06:17:22 +0000 https://satyasambada.com/?p=2719 ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାର ଆଜି ଶେଷ ଶୁଣାଣି ହେବ। ଏଥିଲାଗି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ। ତାଙ୍କୁ ପୁଲିସ ବଲାଙ୍ଗୀର କାରାଗାରରୁ ଏଡିଜେଙ୍କ କୋର୍ଟରେ ହାଜର କରିବାକୁ କଡ଼ା ସୁରକ୍ଷା ମଧ୍ୟରେ ଆଣିଛି। ନ୍ୟାୟାଳୟ ଆଜି ରାୟ ଶୁଣାଉଛନ୍ତି କି ରାୟ ସଂରକ୍ଷିତ ରଖୁଛନ୍ତି? ତାଛଡ଼ା ଯଦି ଆଜି ଦଣ୍ଡାଦେଶ ହେଉଛି, ତେବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ  କି ପ୍ରକାରର ଦଣ୍ଡରେ ଦଣ୍ଡିତ କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

ପାଟଣାଗଡ଼ର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାର ଆଜି ଶେଷ ଶୁଣାଣି ହେବ। ଏଥିଲାଗି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ। ତାଙ୍କୁ ପୁଲିସ କାରାଗାରରୁ ଏଡିଜେଙ୍କ କୋର୍ଟରେ ହାଜର କରିବାକୁ ନେଇସାରିଲାଣି। ନ୍ୟାୟାଳୟ ଆଜି ରାୟ ଶୁଣାଉଛନ୍ତି କି ରାୟ ସଂରକ୍ଷିତ ରଖୁଛନ୍ତି? ତାଛଡ଼ା ଯଦି ଆଜି ଦଣ୍ଡାଦେଶ ହେଉଛି, ତେବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ  କି ପ୍ରକାରର ଦଣ୍ଡରେ ଦଣ୍ଡିତ କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର। ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଏକ ଉପହାର ବକ୍ସ ଖୋଲିବା କ୍ଷଣି ବିସ୍ଫୋରଣ ଘଟିବା ଯୋଗୁଁ ପାଟଣାଗଡ଼ର ରିମାରାଣୀଙ୍କ ପରିବାରର ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହାର ତଦନ୍ତ କରି ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା। 

ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଏକ ଉପହାର ବକ୍ସ ଖୋଲିବା କ୍ଷଣି ବିସ୍ଫୋରଣ ଘଟିବା ଯୋଗୁଁ ପାଟଣାଗଡ଼ର ରିମାରାଣୀଙ୍କ ପରିବାରର ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହାର ତଦନ୍ତ କରି ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା। 

Patnagarh

]]>
https://satyasambada.com/2025/05/13/%e0%ac%aa%e0%ac%be%e0%ac%9f%e0%ac%a3%e0%ac%be%e0%ac%97%e0%ac%a1%e0%ac%bc-%e0%ac%ac%e0%ad%8b%e0%ac%ae%e0%ac%be-%e0%ac%ac%e0%ac%bf%e0%ac%b8%e0%ad%8d%e0%ac%ab%e0%ad%8b%e0%ac%b0%e0%ac%a3-%e0%ac%ae/feed/ 0
ସୁରକ୍ଷା ଦାବିରେ ରାଜଧାନୀରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ https://satyasambada.com/2025/05/13/%e0%ac%b8%e0%ad%81%e0%ac%b0%e0%ac%95%e0%ad%8d%e0%ac%b7%e0%ac%be-%e0%ac%a6%e0%ac%be%e0%ac%ac%e0%ac%bf%e0%ac%b0%e0%ad%87-%e0%ac%b0%e0%ac%be%e0%ac%9c%e0%ac%a7%e0%ac%be%e0%ac%a8%e0%ad%80%e0%ac%b0%e0%ad%87/ https://satyasambada.com/2025/05/13/%e0%ac%b8%e0%ad%81%e0%ac%b0%e0%ac%95%e0%ad%8d%e0%ac%b7%e0%ac%be-%e0%ac%a6%e0%ac%be%e0%ac%ac%e0%ac%bf%e0%ac%b0%e0%ad%87-%e0%ac%b0%e0%ac%be%e0%ac%9c%e0%ac%a7%e0%ac%be%e0%ac%a8%e0%ad%80%e0%ac%b0%e0%ad%87/#respond Tue, 13 May 2025 06:07:37 +0000 https://satyasambada.com/?p=2713 ଭୁବନେଶ୍ବର: ରାଜଧାନୀରେ ଆମ ବସ୍ ସେବା ଠପ୍। ମାଷ୍ଟରକ୍ୟାଣ୍ଟିନରେ ବସ୍ ଡିପୋରେ ବସ୍ ରଖି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର୍ ଓ କଣ୍ଡକ୍ଟର୍। ସୁରକ୍ଷା ଦାବିରେ ସେମାନେ ଆନ୍ଦୋଳନ କରୁଥିବା ଜଣାଯାଇଛି। ବିନା କାରଣରେ ଆମ ବସ୍ ର ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।

ମାଷ୍ଟରକ୍ୟାଣ୍ଟିନରେ ବସ୍ ଡିପୋରେ ବସ୍ ରଖି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର୍ ଓ କଣ୍ଡକ୍ଟର୍। ସୁରକ୍ଷା ଦାବିରେ ସେମାନେ ଆନ୍ଦୋଳନ କରୁଥିବା ଜଣାଯାଇଛି। ବିନା କାରଣରେ ଆମ ବସ୍ ର  ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଆନ୍ଦୋଳନରତ କର୍ମଚାରୀମାନେ ମାଡ଼ ମାରିଥିବା ଲୋକକୁ ଗିରଫ କରିବା ଦାବିରେ ଅଟଳ ଅଛନ୍ତି। ଏଣେ ରାଜଧାନୀରେ ଆମ ବସ୍ ସେବା ଠପ୍ ହେବା ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି।  

 ଆନ୍ଦୋଳନରତ କର୍ମଚାରୀମାନେ ମାଡ଼ ମାରିଥିବା ଲୋକକୁ ଗିରଫ କରିବା ଦାବିରେ ଅଟଳ ଅଛନ୍ତି। ସରକାର ସୁରକ୍ଷା ଯୋଗାଇଦେଲେ ପୁଣି ବସ୍ ଚଳାୁଳ ସ୍ବାଭାବିକ ହେବ ବୋଲି ଆନ୍ଦୋଳନରତ କର୍ମଚାରୀ କହିଛନ୍ତି। ଏଣେ ରାଜଧାନୀରେ ଆମ ବସ୍ ସେବା ଠପ୍ ହେବା ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି।

]]>
https://satyasambada.com/2025/05/13/%e0%ac%b8%e0%ad%81%e0%ac%b0%e0%ac%95%e0%ad%8d%e0%ac%b7%e0%ac%be-%e0%ac%a6%e0%ac%be%e0%ac%ac%e0%ac%bf%e0%ac%b0%e0%ad%87-%e0%ac%b0%e0%ac%be%e0%ac%9c%e0%ac%a7%e0%ac%be%e0%ac%a8%e0%ad%80%e0%ac%b0%e0%ad%87/feed/ 0
ଛତିଶଗଡ଼ରେ ଫାର୍ମାସିଷ୍ଟଙ୍କୁ ହତ୍ୟା ଘଟଣା, ଜଣେ ନାବାଳକ ସମେତ ୪ ଅଭିଯୁକ୍ତ ଗିରଫ https://satyasambada.com/2025/05/13/%e0%ac%9b%e0%ac%a4%e0%ac%bf%e0%ac%b6%e0%ac%97%e0%ac%a1%e0%ac%bc%e0%ac%b0%e0%ad%87-%e0%ac%ab%e0%ac%be%e0%ac%b0%e0%ad%8d%e0%ac%ae%e0%ac%be%e0%ac%b8%e0%ac%bf%e0%ac%b7%e0%ad%8d%e0%ac%9f%e0%ac%99%e0%ad%8d/ https://satyasambada.com/2025/05/13/%e0%ac%9b%e0%ac%a4%e0%ac%bf%e0%ac%b6%e0%ac%97%e0%ac%a1%e0%ac%bc%e0%ac%b0%e0%ad%87-%e0%ac%ab%e0%ac%be%e0%ac%b0%e0%ad%8d%e0%ac%ae%e0%ac%be%e0%ac%b8%e0%ac%bf%e0%ac%b7%e0%ad%8d%e0%ac%9f%e0%ac%99%e0%ad%8d/#respond Tue, 13 May 2025 06:05:38 +0000 https://satyasambada.com/?p=2710 ନୂଆପଡ଼ା: ପଡ଼ୋଶୀ ଛତିଶଗଡ଼ରେ ଫାର୍ମାସିଷ୍ଟଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ନାବାଳକ ସମେତ ୪ ଅଭିଯୁକ୍ତ ଗିରଫ।  ପରଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡ଼ତୋଲ ସରୋଜ ଦଣ୍ଡସେନା (୨୪) ଓ ଅନ୍ୟଜଣେ ନାବାଳକଙ୍କୁ ଗିରଫ କରିଛି ପୁଲିସ।

ସୂଚନାଯୋଗ୍ୟ, ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଜଶେକେରା ଗାଁର ଚାଷଜମିରୁ ନୂଆପଡ଼ା ସହରର ଶିବଶକ୍ତି ନଗରର ଫାର୍ମାସିଷ୍ଟ ମାନସ ତ୍ରିପାଠୀ ଓରଫ ନବୀନ (୩୦)ଙ୍କ ମୃତଦେହକୁ ଛତିଶଗଡ଼ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ଆଜି କୋମାଖାନ ପୁଲିସ ମହୁଲଭଟାର ପରଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡ଼ତୋଲ ସରୋଜ ଦଣ୍ଡସେନା (୨୪) ଓ ଅନ୍ୟଜଣେ ନାବାଳକଙ୍କୁ ଗିରଫ କରିଛି। ଗତକାଲି କୋମାଖାନ ପୁଲିସର ଏକ ସତନ୍ତ୍ର ଟିମ ନୂଆପଡ଼ା ସହରରେ ଛାନଭିନ ଚଲାଇଥିଲା । ଏଥିରେ ପ୍ରଥମେ ମହୁଲଭଟା ଗାଁର ପରଶୁଙ୍କୁ ଗିରଫ କରିଥିଲା। ପରଶୁଙ୍କୁ ଅଧିକ ପଚରାଉଚରା କରିବାରୁ ସରୋଜ, ଗଣପତ ଓ ଜଣେ ନାବାଳକଙ୍କ ନାଁ କହିଥିଲା । ପରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା ।

ପୂର୍ବରୁ ଅଭିଯୁକ୍ତ ପରଶୁ ଓ ଗଣପତିଙ୍କ ସହ ମୃତକ ମାନସଙ୍କ ଚିହ୍ନା ପରିଚିତ ଥିଲେ । ଗତ ୮ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସୁଖସାଗର ରେଷ୍ଟୁରା ନିକଟ ନିଛାଟିଆ ସ୍ଥାନକୁ ଔଷଧ ମାଗିବା ବାହାନରେ ପରଶୁ ଓ ଗଣପତ ମିଶି ମାନସଙ୍କୁ ଡାକିଥିଲେ । ମାନସ ପଞ୍ଚିବା ପରେ ମୁହଁ ଓ ଦୁଇହାତରେ ପଛପଟୁ ପ୍ଲାଷ୍ଟିକ ଟେପ ଲଗାଇ ଚାରିଚକିଆ ଗାଡ଼ି(ଓଡ଼ି ୨୬ ଏ ୨୭୦୦)ରେ ୪ଜଣ ଅଭିଯୁକ୍ତ ଅପହରଣ କରିଥିଲେ। ସେଠୁ ଟାନଓ୍ୱାଟ ରାସ୍ତାରେ କୋମାଖାନ ନେଇ ଲକ୍ଷାଧ‌ିକ ଟଙ୍କା ଦାଦାବଟି ମାଗିଥିଲେ। କିନ୍ତୁ ମାନସଙ୍କ ଜମାଖାତାରେ ୯ହଜାର ଟଙ୍କା ଥିଲା । ଏଥିରେ ଅପହରଣକାରୀଙ୍କ ଉଦ୍ଦେଶ୍ୟ ସଫଳ ହୋଇନଥିଲା।

ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଜଶେକେରା ଗାଁର ଚାଷଜମିରୁ ନୂଆପଡ଼ା ସହରର ଶିବଶକ୍ତି ନଗରର ଫାର୍ମାସିଷ୍ଟ ମାନସ ତ୍ରିପାଠୀ ଓରଫ ନବୀନ (୩୦)ଙ୍କ ମୃତଦେହକୁ ଛତିଶଗଡ଼ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ଆଜି କୋମାଖାନ ପୁଲିସ ମହୁଲଭଟାର ପରଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡ଼ତୋଲ ସରୋଜ ଦଣ୍ଡସେନା (୨୪) ଓ ଅନ୍ୟଜଣେ ନାବାଳକଙ୍କୁ ଗିରଫ କରିଛି। ଗତକାଲି କୋମାଖାନ ପୁଲିସର ଏକ ସତନ୍ତ୍ର ଟିମ ନୂଆପଡ଼ା ସହରରେ ଛାନଭିନ ଚଲାଇଥିଲା । ଏଥିରେ ପ୍ରଥମେ ମହୁଲଭଟା ଗାଁର ପରଶୁଙ୍କୁ ଗିରଫ କରିଥିଲା। ପରଶୁଙ୍କୁ ଅଧିକ ପଚରାଉଚରା କରିବାରୁ ସରୋଜ, ଗଣପତ ଓ ଜଣେ ନାବାଳକଙ୍କ ନାଁ କହିଥିଲା । ପରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା ।

 ଶେଷରେ ୪ଜଣ ଅଭିଯୁକ୍ତ ମାନସଙ୍କ ମୁହଁ ଓ ତଣ୍ଟି ଚିପି ହତ୍ୟା କରି କଶେକେର ନିକଟରେ ଫିଙ୍ଗି ଦେଇଥିବା ଅଭିଯୁକ୍ତମାନେ ସ୍ବୀକାର କରିଥିଲେ । ମୃତକଙ୍କ ବାଇକ(ଓଡ଼ି ୨୬ ଏ ୨୦୬୪) ସହ ଔଷଧ ବ୍ୟାଗକୁ ପୁଲିସ ଜବତ କରିଥିଲା । ଅଭିଯୁକ୍ତଙ୍କ ଚାରିଚକିଆ ଗାଡ଼ି ଓ ୩ଟି ମୋବାଇଲକୁ ପୁଲିସ ଜବତ କରିଛି । ଏନେଇ ଅଧିକ ତଦନ୍ତ ଚାଲିଥିବା କୋମାଖାନ ଆଇଆଇସି ନିତେଶ ଠାକୁର ସୂଚନା ଦେଇଛନ୍ତି।

]]>
https://satyasambada.com/2025/05/13/%e0%ac%9b%e0%ac%a4%e0%ac%bf%e0%ac%b6%e0%ac%97%e0%ac%a1%e0%ac%bc%e0%ac%b0%e0%ad%87-%e0%ac%ab%e0%ac%be%e0%ac%b0%e0%ad%8d%e0%ac%ae%e0%ac%be%e0%ac%b8%e0%ac%bf%e0%ac%b7%e0%ad%8d%e0%ac%9f%e0%ac%99%e0%ad%8d/feed/ 0
Smith Handed His Place in History https://satyasambada.com/2015/03/24/smith-handed-his-place-in-history/ https://satyasambada.com/2015/03/24/smith-handed-his-place-in-history/#respond Tue, 24 Mar 2015 07:07:18 +0000 http://demo.themegrill.com/colormag/?p=82 Ut dictum ligula nisi, at mollis mi sagittis eu. Fusce vitae turpis placerat magna pellentesque pharetra vel et enim. Phasellus aliquam id metus a luctus. Etiam euismod enim id imperdiet dictum. Aenean porttitor ex eu velit mattis, id tempus leo blandit. Nullam rutrum congue magna quis scelerisque. Fusce venenatis ante sed metus auctor, eget facilisis ligula faucibus. Maecenas mattis, felis quis vulputate rutrum, ipsum eros maximus risus, ut aliquam sem nisi pharetra augue. Ut aliquet orci sed urna mattis, tempor auctor odio sodales. Donec ullamcorper dapibus lacus. Integer nulla velit, ornare et odio id, tincidunt efficitur quam. Nunc id metus sodales, tristique quam sed, commodo velit. Aenean lacinia turpis turpis, vel varius neque congue vitae. Donec ultrices lobortis rutrum.

]]>
https://satyasambada.com/2015/03/24/smith-handed-his-place-in-history/feed/ 0